STORYMIRROR

ତୁମେ ବିରହ ଜାଳେ ରଥ ପାଶେ ବର୍ଷେ କ୍ଷଣ ଅବଲମ୍ବନ ତୁମ ପାଖେ ନାହଁ ଶୁନଶାନ ନିଛାଟିଆ ତେଜି ଦିଶା ଅନ୍ତ ଭୀମକାନ୍ତ ଦୂରବାସୀ ପାଶେ ଆସି ସୁଧାରାଶି ଦିଅ ହେ ବରଷି || ନ ଆ' ଅତି ପାଶେ ସଥୀ ନ ଯା' ଅତି ଦୂରେ; ମଧ୍ୟବିନ୍ଦୁଠାରେ ରହି ଚାହାଁ ଥରେ ଥରେ |

Oriya ନାହଁ ପାଶେ Poems